Surprise Me!

ନିଶା ମାୟାଜାଲରେ ଓଡ଼ିଶାର ଯୁବପିଢ଼ି ! ବ୍ରାଉନସୁଗାରଠୁ ହେରୋଇନ ବ୍ୟାପୁଛି କାରବାର, ଗାଁଠୁ ସହର ଲମ୍ବୁଛି ଡ୍ରଗ୍ସ  ଚେର ...

2026-06-23 8 Dailymotion

ଓଡ଼ିଶାରେ 51 ନିଶା ନିବାରଣ କେନ୍ଦ୍ର ଥିବାବେଳେ ଖୋର୍ଦ୍ଧା,କଟକ ଏବଂ ପୁରୀ ଜିଲ୍ଲାରେ ସର୍ବାଧିକ ରହିଛି। 30ଟି ନିଶା ନିବାରଣ କେନ୍ଦ୍ର ଏନଜିଓ ଦ୍ୱାରା ପରିଚାଳିତ ହେଉଛି ।ରିପୋର୍ଟ:ବିକାଶ ଦାସ ଓ ସତ୍ୟଜିତ ରାଉତ